ବିଶ୍ୱର ସବୁଠାରୁ ଲମ୍ବା ମାଟିର ବନ୍ଧ ଭାବେ ପରିଚିତ ହୀରାକୁଦ ଡ୍ୟାମର ଗାନ୍ଧୀ ମିନାର ପରିସରରେ ପର୍ଯ୍ୟଟକଙ୍କ ପାଇଁ ମୌଳିକ ସୁବିଧାର ଅଭାବ ନେଇ ଉଠିଛି ପ୍ରଶ୍ନ । ପିଇବା ପାଣି ନାହିଁ, ୱାଶରୁମରେ ପାଣି ନାହିଁ, ଚାରିଆଡ଼େ ଆବର୍ଜନାର ସ୍ତୂପ । ବର୍ଷା ଦିନେ ମଧ୍ୟ ପର୍ଯ୍ୟଟକମାନେ ହେଉଛନ୍ତି ହଇରାଣ ।
ଏହି ଗ୍ରାଉଣ୍ଡ ରିପୋର୍ଟରେ ଦେଖନ୍ତୁ ହୀରାକୁଦ ଡ୍ୟାମର ବାସ୍ତବ ଚିତ୍ର ଏବଂ ପର୍ଯ୍ୟଟକଙ୍କ ଅଭିଯୋଗ ।
